00:00
03:57
ଏହି ଗୀତ ସମ୍ବନ୍ଧୀୟ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ।
ଯେବେ ଯେବେ ଖୋଜେ ହୃଦୟ ନିଜେ ନିଜର ପରିଚୟ
ଯେବେ ଯେବେ ଖୋଜେ ହୃଦୟ ନିଜେ ନିଜର ପରିଚୟ
ମନ ଶିକୁଳିରେ ବାନ୍ଧି ହେଇ ନିଜେ ହୁଏ ସେ ଅଥୟ
ଜଣା ପଡେନାହିଁ ରାତି-ଦିନ କେବେ ଖରା କେବେ ଫଗୁଣ
ଉଜାଗର ଆଖି ଖୋଜେ ଯଦି ସପନ
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
କହିବ କହି ଓଠ ତା ଆଗରେ ନିରବ, କହି ପାରେନା
ଯଦିବି କହେ ଓଠ ତୋର ଲାଗେ ବାହାନା
ବୁଝା ପଡେନାହିଁ କିଛି କ୍ଷଣ, ଧୀରେ ଜାଳେ ନିରବ ଦହନ
ପାଖେ ଥିଲେ ସିଏ ଯଦି ଧିମା ସ୍ପନ୍ଦନ
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
ଧୀରେ ଧୀରେ ଛୁଏଁ ମଳୟ, ମନେ ଉଠେ ମିଠା ପ୍ରଳୟ
ଲାଜ ଶିଉଳିରେ ଛନ୍ଦି ହୋଇ ନିଜେ ବୁଣେ ମାୟା ମଳୟ
ଜମା ବୁଝେ ନାହିଁ ଏଇ ମନ, ଆଖି ଖୋଲି ଦେଖେ ସପନ
ମାନୁନାହିଁ ମନ ଯଦି କିଛି ବାରଣ
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?
ଏଇ ବୋଧେ ପ୍ରେମର ପ୍ରଥମ ଲକ୍ଷଣ?